କଳଙ୍କ
କଳଙ୍କ
ତୁମକୁ ମୋ ଚିରନ୍ତନ ପ୍ରେମ ପ୍ରାଙ୍ଗଣ ରେ
6ଖାଜି ଖୋଜି ନୟାନ୍ତ
କେମିତି ଭୁଲିବି କଦମ୍ବ ବଣ ର ଏକତ୍ର
ବିତି ଥିବା ପବିତ୍ର ପ୍ରେମକୁ
ତୁମେ ମୋ ପ୍ରାଣ ସଙ୍ଗିନୀ ରାଧା
ରାଧା ବିନା ଏ କୃଷ୍ଣ ଅଧା ।
ତୁମ ପାଇଁ ମୁଁ ସାରା ଦୁନିଆ ର କଳଙ୍କ
ତଥାପି ଏ ପ୍ରେମ ସ୍ଵତନ୍ତ୍ର ପରିଚୟ ରେ
ତୁମରି ପରଶ ପାଇ ଆହୁରି ଜୀବନ୍ତ
ଆଉ ଯୁଗ ଯୁଗ ଯାଏଁ ନିତ୍ୟ ପବିତ୍ର
ତୁମେ ମୋ ଯୁଗ ସଙ୍ଗିନୀ ରାଧା
ରାଧା ବିନା ଏ କୃଷ୍ଣ ଅଧା ।

