Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics

4  

Suchitra Parida

Classics

କିପରି କରିଵି ତୁମକୁ ଧ୍ୟାନ

କିପରି କରିଵି ତୁମକୁ ଧ୍ୟାନ

1 min
326


ତୁମେ ମୋତେ କହି ଦିଅ

କେଉଁ ରୂପକୁ କରିବି ଧ୍ୟାନ

ସରଵ ରୂପର ନାୟକତୁମେ

ଭ୍ରମିତ ହୁଏ ମୋର ମନ ।


ସବୁ ରୂପ ମାଧୁର୍ଯ୍ୟରେ ପୂର୍ଣ୍ଣ

ତୁମ ଧରା ଅଵୟବ ଗଣ

ହୃଦୟ ହୁଅଇ ଅସ୍ଥିର

କରିବାକୁ ତୁମରି ଧ୍ୟାନ ।


ସବୁ ରୂପ ଯେ ମନ ମୋହନ

କୋଉଟାକୁ ମୁଁ ବାଛିବି

ତୋର ଅପରୂପ ରନର୍ତ୍ତନ

କହ,, କିପରି ଧ୍ୟାନ କରିବି ।


ତୋ ଅଭୁଲା ସର୍ଵ ରୂପ ପରା

ତୁ ତ ଦେଉନୁ ଧରା

କେଉଁ ରୂପକୁ ନେଇ ଧ୍ୟାନମଗ୍ନ

 ହେବି,,ମୋ ନୟନ ତାରା ।


ତୁମେ ମୋତେ କହି ଦିଅ

କେଉଁ ରୂପକୁ କରିବି ଧ୍ୟାନ

ସରଵ ରୂପର ନାୟକତୁମେ

ଭ୍ରମିତ ହୁଏ ମୋର ମନ ।


ସବୁ ରୂପ ମାଧୁର୍ଯ୍ୟରେ ପୂର୍ଣ୍ଣ

ତୁମ ଧରା ଅଵୟବ ଗଣ

ହୃଦୟ ହୁଅଇ ଅସ୍ଥିର

କରିବାକୁ ତୁମରି ଧ୍ୟାନ ।


ସବୁ ରୂପ ଯେ ମନ ମୋହନ

କୋଉଟାକୁ ମୁଁ ବାଛିବି

ତୋର ଅପରୂପ ରନର୍ତ୍ତନ

କହ,, କିପରି ଧ୍ୟାନ କରିବି ।


ତୋ ଅଭୁଲା ସର୍ଵ ରୂପ ପରା

ତୁ ତ ଦେଉନୁ ଧରା

କେଉଁ ରୂପକୁ ନେଇ ଧ୍ୟାନମଗ୍ନ

ହେବି,,ମୋ ନୟନ ତାରା ।


Rate this content
Log in

Similar oriya poem from Classics