କିଛି ଲୁହ ଝରିଯାଏ
କିଛି ଲୁହ ଝରିଯାଏ
କିଛି ଲୁହ ଝରିଥିଲା ଖୁସିରେ
ତତେ ପାଇ ଗଲା ପରେ,
ବାକି ଲୁହ ଝରେ ଆଜି ଦୁଃଖରେ
ତୁ ଚାଲିଗଲା ପରେ ।
ନୀରବ ରହିଛି ହୃଦୟଟା ମୋର।
ନିଗାଡି ଯାଉଛି ଆଖି ଲୁହ ମୋର,
ଫେରିବୁ କି ନାହିଁ ଜାଣିନିରେ ମୁଁ
ତଥାପି ରହିବି ତୋ ପାଇଁ ଜୀବନ ସାରା ।
ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ
କେମିତି ଦେବି ଆଉ କାହାକୁ ଧରା,
ଫେରି ଯଦି ହୁଏ ସେ ପିଲାଦିନକୁ
ଦୂରେଇ ରୁହନ୍ତି ମୁଁ ପ୍ରେମଠାରୁ ।
କାହାକୁ କହିବି ମାେ ଦୁଃଖ ଯନ୍ତ୍ରଣା
ଏଟି ନିରାଶ ହେବାକୁ,।
ନିଜକୁ ଆଉ ମୁଁ ଗଡ଼ି ମୁଁ ତଲୋନ୍ତି
ଜୀବନରେ ଆଉ ପ୍ରେମ ନ କରିବାକୁ ।
