STORYMIRROR

Tapan Dixit

Abstract

2  

Tapan Dixit

Abstract

କିଛି ବହିଯାଏ ସମୟ ସୁଅରେ

କିଛି ବହିଯାଏ ସମୟ ସୁଅରେ

1 min
12.8K


କିଛି ବହିଯାଏ ସମୟ ସୁଅରେ 

ଦିନ ବିତିଗଲା ପରେ 

କିଛି ରହିଯାଏ ରାତି ସପନକୁ 

ସ୍ମୃତିର ଫରୁଆଟିରେ ,

କିଛି ପଢ଼ା ହୁଏ ଆଖି ଲୁହ ପିଇ 

ବେଦନା ପ୍ରଦୀପ ଜାଳି 

କିଛି ଅପଢାରେ ପଡି ରହିଯାଏ 

ଟିକେ ଖୁସିଗଲେ ମିଳି ।। 

ତପନ ଦୀକ୍ଷିତ (ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract