ଖଟିଖିଆ, ଜାଗ୍ରତ ହୁଅ
ଖଟିଖିଆ, ଜାଗ୍ରତ ହୁଅ
ଲୁଟୁ ଛନ୍ତି ବର୍ଷ ବର୍ଷ ଧରି, ଲୁଟି ଖିଆ
କର୍ମେ ନାହିଁ ବିଶ୍ୱାସ, ସେତ କର୍ମକୁଢିଆ ।
ଲଢେଇ କରୁଛି ଶ୍ରମିକ ବଂଚିବା ପାଇଁ
ସବୁ ଖାଇ, ଶୋଷଣ ତୁମର ସରୁ ତ ନାହିଁ ।
ଖଟିଖିଆ ଭଉଣୀ ଭାଇ ଜାଗ୍ରତ ହୁଅ
ଅଧିକାର ତମର ଏକାଠି ଛଡାଇ ନିଅ ।
ଲୁଟୁ ଛନ୍ତି ବର୍ଷ ବର୍ଷ ଧରି, ଲୁଟି ଖିଆ
କର୍ମେ ନାହିଁ ବିଶ୍ୱାସ, ସେତ କର୍ମକୁଢିଆ ।
ଲଢେଇ କରୁଛି ଶ୍ରମିକ ବଂଚିବା ପାଇଁ
ସବୁ ଖାଇ, ଶୋଷଣ ତୁମର ସରୁ ତ ନାହିଁ ।
ଖଟିଖିଆ ଭଉଣୀ ଭାଇ ଜାଗ୍ରତ ହୁଅ
ଅଧିକାର ତମର ଏକାଠି ଛଡାଇ ନିଅ ।