STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଖରା ଛୁଟି

ଖରା ଛୁଟି

1 min
8


ଖରା ଛୁଟି ଚାଲି ଥିଲା 

      ପିଲେ ରେ ତୁମର

ଗାଁ ଯାଇ ଥିଲ ତୁମେ

       ବୁଲିବାକୁ ମାମୁ ଘର

କେତେ ମଜା କରି ଥିଲ

      ଆଇ ମା ଠୁ ଗପ ଶୁଣିଲ

ରଜରେ ପଡିଲା ଦୋଳି

      ମିଠା ପାନ ଖାଉଥିଲ ଝୁଲି

ପୋଡ଼ ପିଠା ଖାଇ ଖାଇ

      ଖେଳୁ ଥିଲ ସାଥି ସହ ଗାଇ

ଖରା ଛୁଟି ଶେଷ ହୋଇ ଗଲା

     ବିଦ୍ୟାଳୟ ତୁମର ଖୋଲିଲା

ସାହିତ୍ୟ ଗଣିତ ଇରାଜୀ ପଢିବ

     ହିନ୍ଦୀ ସସ୍କୃତ ପଢି ଆଗେଇବ

ପାଠ ପଢି ଜ୍ଞାନ କରିବ ଅର୍ଜନ

    ସମୟ ମୂଲ୍ୟବାନ ରଖିବ ମନ

ଗୁରୁଜୀ ଗୁରୁମା ଙ୍କ ପରିଶ୍ରମ ବୁଝିବ

   ସ୍ଵଛତା ଶୃଙ୍ଖଳା କୁ ଗୁରୁତ୍ଵ ଦେବ

ତୁମ ବିଦ୍ୟାଳୟର ରଖି ଯିବ ମାନ

    ଦେଶ ଜାତିର ରଖିବ ସମ୍ମାନ



Rate this content
Log in

Similar oriya poem from Inspirational