STORYMIRROR

Puspanjali Panda

Classics

3  

Puspanjali Panda

Classics

କହିବାର ଯାହା ଥିଲା- ୨

କହିବାର ଯାହା ଥିଲା- ୨

1 min
220

ମୁଁ କହିପାରିନାହିଁ 

କହିବାର ଯାହା ଥିିଲା

ମୁଁ ସହି ପାରିିନାହିଁ 

ସହିବାର ଯାହ ଥିଲା

କହିବା ସହିବା ଉପରେ

ଆଉ ବି ଯାହା ରହିିିଲା

କେମିତି ଜାଣିବି 

ସମୟ ସରିଲା

ସାଥେ ସାଥେ ସବୁ

ଜୀବନ ଯମୁନା

ପାଣିସହ ବହିିିଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics