STORYMIRROR

Tapan Dixit

Abstract

2  

Tapan Dixit

Abstract

କେତେ ଆଉ ଲୁଚାଇବ

କେତେ ଆଉ ଲୁଚାଇବ

1 min
12.9K


କେତେ ଆଉ ଲୁଚାଇବ ଅସ୍ତିତ୍ୱକୁ

ବାସ୍ତବର ଦୁହାଇକୁ ଦେଇ

କେତେ ଆଉ ମୋ ଆଡ଼କୁ ଚାହୁଁଥିବକଣେଇ କଣେଇ,

ଦୁଇ ଓଠେ ଦୁଇବୁନ୍ଦା ଲୁହ ଚାପି

ଖିଲି ଖିଲି ହସୁଥିବ ତୁମେ,

ମୁଁ ଚକୋର ଅଭିନୟେ

ନିତି ରାତେ ଅନ୍ଧାର ସାଉଁଟି,

ଲୁହର ସ୍ରବନ୍ତୀ କୂଳେ ଡାକୁଥିବି

ତୁମକୁ ମୁଁ ତୁହାଇ ତୁହାଇ ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ସ୍ରବନ୍ତୀ:ନଦୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract