STORYMIRROR

Brundabana Pradhan

Romance

3  

Brundabana Pradhan

Romance

କେଶହୀନ ମୋ କେଶବତୀ

କେଶହୀନ ମୋ କେଶବତୀ

1 min
177


ପ୍ରତିଟି ମୁହୂର୍ତ୍ତରେ 

ଦେଖିବାକୁ ଖୁବ୍ ଇଚ୍ଛା ହୁଏ

ସେଇ ଚେହେରାକୁ 

ଥର ଥର କରି 

ଅନାଇ ବସେ 

ତାରି ଅଜାଣତରେ 

ମୋରି ଗଭୀରତମ 

ହୃଦୟର ସ୍ପନ୍ଦନରୁ 

ଭାବି ବସେ ସେଇ 

କାରିଗରକୁ 

ଯିଏ ତାକୁ କରିଛି 

ତିଆରି ........

ଆବୋରିବାକୁ 

ନିଷ୍ଫଳ ଆଶାଗୁଡିକୁ 

ଫଳବତୀ କରିବାକୁ

କେବଳ ପ୍ରାଣପଣେ

ଚେଷ୍ଟାକରେ !

କେଶହୀନ ମୋ 

କେଶବତୀ ମତେ 

ଲାଗେ ଖୁବ୍ ସୁନ୍ଦର 

ସବୁବେଳେ ମତେ

ଲାଗେ ଅତି ଆପଣାର। 



Rate this content
Log in

Similar oriya poem from Romance