STORYMIRROR

Tapan Dixit

Abstract Fantasy

1  

Tapan Dixit

Abstract Fantasy

କେମିତି କହିବି ଖୋଲି ?

କେମିତି କହିବି ଖୋଲି ?

1 min
2.6K


କେଉଁ ଏକ ନିରୋଳା ପହରେ

ଜହ୍ନର ମଶାଲ ଫୁଙ୍କି

ଯଉବନୀ ରାତି ଯେବେ

ଋତୁ ଛୁଆଁ ହେଲା...

ସୁର୍ମେଇ ଅନ୍ଧାରଟାରୁ

ମହୁଲିର ବାସ ଝରୁଥିଲା..

କେମିତି କହିବି ଖୋଲି ?

କେତେ ମୁଁ ଉଲଗ୍ନ ଥିଲି

ତା କୁଚର କାଚ ଆଇନାରେ ।।

ତପନ ଦୀକ୍ଷିତ(ବେଳାଭୂମି)


Rate this content
Log in

Similar oriya poem from Abstract