STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

କେମିତି କହିବି କେତେ ଭଲ ପାଏ

କେମିତି କହିବି କେତେ ଭଲ ପାଏ

1 min
14.5K


ଜହ୍ନ ଉଇଁଥିଲା ବେଳେ ଆକାଶରେ

ଲାଜ ଲାଗୁଥିଲା ମୋତେ

ରୂପେଲି ଜୋଛନା, ହସ ଚୂନା ଚୂନା

ଗଣି ନ ପାରଇ କେତେ ।

ପତର ଫାଙ୍କରେ ଲୁଚିଗଲା ବେଳେ

ଉଦାସୀ ହୁଏ ମୋ ମନ

କେମିତି କହିବି କେତେ ଭଲ ପାଏ

ଜଳ ବିହୁନେ କି ମୀନ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance