STORYMIRROR

Tapan Dixit

Romance Others Abstract

2  

Tapan Dixit

Romance Others Abstract

କବିତା

କବିତା

1 min
14.3K


ବାଲିରେ ଲେଖିଲେ ନାଁ ଟିକୁ ତୋର 

ପବନ ଉଡେଇ ନିଏ 

ବେଳା ବାଲୁକାରେ ନାଁକୁ ଲେଖିଲେ

ଢେଉ ଆସି ଧୋଇଦିଏ ,

ଭାବିଛି ଲେଖିବି ନାଁଟିକୁ ତୋର 

ହୃଦୟର ଏକ କୋଣେ 

ରହିଥିବ ଲେଖା ମରଣ ପର୍ଯ୍ୟନ୍ତ 

ଭାଳୁଥିବି ଅନୁକ୍ଷଣେ .... ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance