STORYMIRROR

Minakshi Samal

Abstract Others

3  

Minakshi Samal

Abstract Others

କବିତା

କବିତା

1 min
234

କବିତା କବିର ଭାବନାର ଭାଷା

ଶବ୍ଦ ସମାହାରେ ହୁଏ ପ୍ରକାଶସୁଖ,ଦୁଃଖ,ହର୍ଷ,ଉଛ୍ବାସର ଭାବପରିସ୍ଫୁଟ ହୋଇ ଦିଏ ଉଲ୍ଲାସ।ଛନ୍ଦବଦ୍ଧ ହେଉ ଅବା ଛନ୍ଦହୀନନିହିତ ଥାଏ ତାର ଅନ୍ତଃସ୍ବର ପଠନ ଅନ୍ତେ ବୋଧଗମ୍ୟ ହୋଇଲେବଢିଥାଏ କବିତାର ଆଦର।ସହଜ ସରଳ ପ୍ରାଞ୍ଜଳ ଭାଷାରେକବିତାର ଗଠିତ ଅବୟବ କେବେ ଅବା କଠିନ ଶବଦରାଜିବଢାଏ କବିତା ଅଙ୍ଗ ସୌଷ୍ଠବ।ସାହିତ୍ୟର ମୁଖ୍ୟ ଶାଖା ଯେ କବିତା ଭାବ,ଭାଷାର ମଧୁର ସଙ୍ଗମଶୁଚିମୟ ଚିନ୍ତାଧାରା ରୁଦ୍ଧିମନ୍ତକରିଥାଏ କବିତାକୁ ଉତ୍ତମ।


Rate this content
Log in

Similar oriya poem from Abstract