STORYMIRROR

Gyanaranjan Sahoo

Tragedy

2  

Gyanaranjan Sahoo

Tragedy

କବିତା ଏକ ବର୍ଷାର

କବିତା ଏକ ବର୍ଷାର

1 min
126

ଭିଜେଇବା ଦିନୁ ଏତେ ଶୁଝିଦେଲି

ଋଣେ ହଜିଗଲ ତୁମେ

ବରଷାକୁ ଦେଖ ଦୂରେଇ ମୁଁ ଦେଲି

ଛତା କଲି ତୁମ ନାମେ ।


ଭିଜିବିନି ଆଉ ଦେଖ କଥା ଦେଲି

ଦୁନିଆକୁ ପର କରି

ଛତା ଛିଟିକାରୁ ଗୋଡ଼କୁ ଟାଣିଲି

ଆଖି ମାନେ ନାହିଁ ବାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy