STORYMIRROR

sumita behera

Classics Inspirational

3  

sumita behera

Classics Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
242

     

ତୁମେ ଥିଲା ବେଳେ କାର୍ତ୍ତିକ ପୂର୍ଣ୍ଣିମା

ସମାରୋହ କିଛି ଭିନ୍ନ ଥିଲା,

ବୋଇତ ଭସାଣ ସମୁଦ୍ର ବନ୍ଦାଣ

ମନରେ ପୁଲକ ଭରୁଥିଲା।


ଆଜି ତୁମେ ନାହଁ ବୋଲି ବୋଧେ, ବୋଉ !

ଅଳସପଣଟା ବଢିଗଲା,

ବିସ୍ମରି ଗଲିଣି ସଂସ୍କୃତି ଐତିହ୍ୟ

(ବୋଧେ) ଆନନ୍ଦର ଦିନ ସରିଗଲା ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Classics