କାମନା କାବ୍ୟ
କାମନା କାବ୍ୟ
୧
ଏଇ ଶୁଣୁଛ ନା, କ'ଣ ଶୋଇଗଲ କି
ମୋ ଦେହ କୁ ଉତ୍ତେଜିତ କରି ନିଜେ ଥଣ୍ଡା ପଡିଗଲ କି
ଆସ ନା ,କୂଳ ଲଂଘି ଯିବାକୁ ଚାହୁଁଛି ମୁଁ ,
ଅନଳରେ ଘୃତ ପ୍ରଦାନର କୌଶଳ କ'ଣ ମୁଁ ଶିଖେଇବି କି ?
ଏଇ ବଦ୍ ମାସ , କାହିଁକି ଏମିତି ଚାହିଞ୍ଚ ମୋତେ ,
ତୁମ ସେ ଆଖି ର ଲୋଲୁପ ଦ୍ରୁଷ୍ଟି ରେ ମୁଁ ଅସ୍ତବ୍ୟସ୍ତ
ତୁମ ସେ ଚାହାଣୀ ତୁମ ଠାଣିରେ ମୁଁ ବିବ୍ରତ
ବିବସ୍ତ୍ରାର ଏ ଅନୁଭୂତି କାହିଁ ହୋଇ ଶୁଦ୍ଧା ପୂର୍ଣ୍ଣ ବସ୍ତ୍ରାବୃତ
ଏଇ ଦୁଷ୍ଟ , କ'ଣ ଯେ ଏଇ ଦ୍ରୁଷ୍ଟି ଦେଇଛ ମୋତେ
ପ୍ରାଣ ପ୍ରିୟ ଗୋ ଲାଜେ ମୁଁ ଜଳି ଯାଉଛି ସତେ
କି ଅପୂର୍ବ ଅବଲୋକନ କରୁଅଛ ସତେ ଅବା !!
ନଗ୍ନ ଶରୀରକୁ ତୁମ ପାଖେ ସମର୍ପିବି ବା କେତେ
ଉଠ ନା , ମୋ ଅଙ୍ଗ ପ୍ରତ୍ୟଙ୍ଗକୁ ଥରେ ଅନୁଭବ କର ନା ,
ମୋ ଯୌବନ ର ବୁନ୍ଦା ବୁନ୍ଦା ଜଳ ପିଆଇବାକୁ ମୁଁ ଯେ ବ୍ୟାକୁଳିତ
ମୁଁ ଜାଣେ ତୁମେ ମଧ୍ୟ ମୋ ସାନ୍ନିଧ୍ୟ ଆଶା ଆକାଂକ୍ଷା ରେ ତୃଷାର୍ତ୍ତ
ନିଜ ତୃଷ୍ଣା ମେଣ୍ଟାଇ ନିଅ, ମୋ କଟି ନାଭି ନିତମ୍ବକୁ ଚୁମି ଦିଅ ନା,
ଦେଖ ତୁମ ପାଇଁ କୁଳଟା ହେବାକୁ ବି ମୁଁ ରାଜି
ଉଲଗ୍ନ ହୋଇ ଏଇ ଶେଜେ ଶୁଏ ଖାସ ତୁମ ପାଇଁ ଆଜି
କୋମଳ କୁସୁମ ତନୁ ଧାରୀ କୁମାରୀ ଲଳନା ଟି ଯେ ମୁଁ ,
ମଧୁ ନିଅ ଶୋଷି ମୋ ଶରୀରୁ, ମଧୁ ମକ୍ଷିକା ଟିଏ ସାଜି
ଶୋଇଯାଇଥିଲେ ବି ଅଧ ରାତିରେ ତୁମ ପୌରୁଷତ୍ଵକୁ କରିବି ଆହ୍ଵାନ
ତୁମକୁ ମୋ ବାହୁ ବେଷ୍ଟନୀ ରେ ଧରି ନିରନ୍ତର ଦେଖାଉଥିବି ମୋ ଯୌବନ
କାମଦେବ ବି ଈର୍ଷାନ୍ଵିତ ହେବେ ମୋ ରତୀ କ୍ରିଡା ଦେଖି
ଇନ୍ଦ୍ର ବି ଲାଳାୟିତ ହେବେ କରିବାକୁ ମୋ ପ୍ରୀତି ଦର୍ଶନ
ଦେଖ କିପରି ଅସମ୍ଭାଳ ମୋ ସ୍ତନ ଯୁଗଳ
ଉତ୍ତେଜିତ ହୋଇ ଝରାଇ ଦିଅନ୍ତି ପ୍ରେମ ପରଳ
ନାଭି ରାସ୍ତା ଦେଇ ନିମ୍ନଗାମୀ ହେଉଥିବା ତୁମ ଜିହ୍ଵା କୁ ଦେଖି
ରହସ୍ୟଜନକ ଭାବେ ହୋଇ ଉଠେ ମୋ ବକ୍ଷ ସୁଢୋଳ
ଶ୍ରାବଣର ଶ୍ରାବଣୀ ସାଜି ମୋ ଶରୀର ର ଅର୍ଘ୍ୟ ଦେଉଛି ତୁମକୁ ,
ବର୍ଷା ଛିଟାର ସ୍ପର୍ଶ ସତେ କି ଆହୁତି ଢାଳେ ବାସନାର ଉଷ୍ମତାକୁ
ଦେଖାଅ ପୌରଷତ୍ଵ ତୁମର, ସାଜି ଯାଅ ମୋ ଆତ୍ମା ଅଧିପତି ,
ତୁମ ଯୁବୋଦୀପ୍ତ ଅଙ୍ଗ ସ୍ପର୍ଶେ ଭୁଲିଯାଏ ଆଜି ମୋ ସଭ୍ୟତାକୁ ,
ବୋଲ ମାନେ ନାହିଁ ନିତମ୍ବ ଯୁଗଳ , ଅବୋଲା ହୁଅଇ ଯୋନି ,
ମଧ୍ୟରାତ୍ରେ ଅକାରଣେ କାହିଁ କର ମୋତେ ହୀନିମାନି
ଭାର ଦେଇ ମୋତେ ତୁମ ଦୁଇ ହାତେ ନିଅ ମୋତେ କୋଳେଇ
ତୁମ ପ୍ରେମ ର ତରଳ ପରଶେ ଲିଭୁ ଏ ପ୍ରାଣୁ ଅଣାୟତ୍ତ ଜ୍ଵାଳା ବହ୍ନି
୨
ଚାହିଞ୍ଛି ମୁଁ , ଚାହିଞ୍ଛି ଅଙ୍ଗେ ଅଙ୍ଗେ କାମନା ମୋର
ତୁମକୁ ଉତ୍ତେଜିତ କରି ଉତ୍ତେଜିତ ଆଜି ଯୌନାଙ୍ଗ ମୋର
କାମଦେବ ଙ୍କ ଭକ୍ତ ସାଜି ପୂଜିବି ତୁମ ପ୍ରତି ଅଣୁ ପରମାଣୁ
ମୋ ପୌରୁଷତ୍ଵ ରେ ମିଟାଇବି ତୃଷ୍ଣା ଯୋନି ରୁ ତୁମର
ଦେଖ ମୋ ଲାଳାୟିତ ଓଷ୍ଠ କୁ , ଯାହାକୁ ଚୁମିବାକୁ ତୁମେ ସର୍ବଦା ଅଧୀର
ଦେଖ ରତି ପାଇଁ ବ୍ୟଗ୍ର ଥିବା ମୋ ଦୁଗ୍ଧବତ ଧବଳ ଶରୀର କୁ
ତୁମ କାମାଗ୍ନି କୁ ପ୍ରଶମିତ ପାଇଁ ମୋ ଅଙ୍ଗ ଅଙ୍ଗ ଆଜି ହୁଏ ଯେ ତତ୍ପର
ବିଳମ୍ବ ନ କରି ପାଖେ ଆସ ପ୍ରିୟା ସମୟ ଏ ଆମ ଆତ୍ମ ମିଳନ ର
ମିଳନ ହେବ ତନୁ ସହ ତନୁ , ବଢିଯାଉଥିବ ତୁମ ଶ୍ଵାସକ୍ରିୟା
ଓଠ ସହ ଓଠ ମିଳନାନ୍ତେ ପ୍ରାରମ୍ଭିତ ହୁଏ ତୁମକୁ ବ୍ୟସ୍ତ କରିବା ପ୍ରକ୍ରିୟା
ତୁମ ବକ୍ଷୋଜେ ସ୍ପର୍ଶ ସାଥେ ମୋ ଅଙ୍ଗୁଳି ର ତୁମ ସ୍ତନ ସହ କ୍ରୀଡା
ଅଜଣା ଆତୁରତା ରେ ଉପଭୋଗ କରିଚାଲ ତୁମେ ସେ ଆନନ୍ଦ ପ୍ରଦାୟୀ ପୀଡା
ତୁମ ଉଦର କୁ କରି ଅନାବୃତ, ଲମ୍ଫ ଦେବି ତୁମ ନାଭି ଗର୍ତ୍ତ କୂପ କୁ
ସେ କୂପେ ଜଳ ପୂର୍ଣ୍ଣ ପାଇଁ ଗର୍ତ୍ତେ ଭରିଦେବି ମୋ ଛେପ କୁ
ସଙ୍କୁଚିତ ହୋଇ ଭିଡ଼ି ମୋଡ଼ି ପ୍ରସନ୍ନ ଚିତ୍ତେ ଆବୋରିବ ତୁମେ ଏଇ ପାପ କୁ
ମୋ ସ୍ଵେଦ ଜଳେ କମାଉଥିବି ତୁମ ଶରୀରୁ ମୁଁ ଯେ ସେ ତାପ କୁ
ତୁମ ଅନ୍ତ୍ରବସ୍ତ୍ର କେବଳ ଢାଙ୍କୁଥିବ ତୁମରି ଲାଜ
ସମ୍ପୂର୍ଣ ବଦନେ ଥିବ ଶୃଙ୍ଗାର ରସ ର ସଜ
ଆନମନା କରିଚାଲୁଥିବ ସ୍ଵତଃ ନିସୃତ ରଜ
ଆସ ଏ ମିଳନ ର ପବିତ୍ର ଅମ୍ବୁ ରେ ଭିଜ
ଅନ୍ତ୍ରବସ୍ତୃ ତୋତେ କରିବି ଯେ ମୁକ୍ତ
ପ୍ରତି ଅଂଶେ ହୋଇଥିବା କାମନା ସିକ୍ତ
ନା ମୋର ନା ତୋର, କେଉଁ ଅଙ୍ଗ ନଥିବ ଗୁପ୍ତ
ମନ ଭରି ଥିବା ରତୀ କ୍ରିଡା ରେ ଲିପ୍ତ
ତୋ କପାଳୁ ନିତମ୍ବୁ ନାଭି ରୁ ଉତ୍ପନ୍ନ ସେ ଝାଳୁଆ ଗନ୍ଧ
ତୀବ୍ର ରୁ ତୀବ୍ରତର କରାଏ ଆଶା ମୋତେ ହେବାକୁ କାମାନ୍ଧ
ତୋ ଶରୀର ର ପ୍ରତି ଟି ବିଷୟ କୁ ନିରେଖି ପଢୁଥାଏ ମୁଁ ଯେ
ସତେ କି ତୁ ଅବା ରମ୍ଭା ବା ଉର୍ବଶୀ , ମୋ ଗୁପ୍ତାଙ୍ଗେ ଲେଖେ ତୋ ଶରୀରେ ନିବନ୍ଧ
ମୋ ହସ୍ତ ତୋ ଯୋନି ନିକଟତର ହେବା କ୍ଷଣି ମାରୁଥିବୁ ସିତ୍କାର
ମୋ ଅଙ୍ଗ ତୋ ଅଙ୍ଗେ ପ୍ରବେଶ ମାତ୍ରକେ କରୁଥିବୁ ଉଲ୍ଲାସେ ଚିତ୍କାର
ନା ଭିନ୍ନ ହେବାକୁ ଦେଉ , ନିଜ ପାଶେ ଟାଣି ଆଣୁ ଥିବୁ ବାରବାର
କଚ କଚ ର ଧ୍ୱନି ଗୁଞ୍ଜରିତ ହୋଇ ସୃଷ୍ଟି କରେ ପୁଣି ଅପୂର୍ବ ଝଙ୍କାର
ବାରବାର କହୁଥିବୁ ତୁ , ନା ନିଜ ଅଙ୍ଗକୁ ଚୁପ କରାଅ ନା ତୁମେ
ମୋ ଯୌବନ ର ଆନନ୍ଦ ଉଲ୍ଲାସ ରୁ ବିରତ କରାଅ ନା ତୁମେ
ମୋ ଦେହ ଟା ଭିତରେ ସଂପୂର୍ଣ୍ଣ ପ୍ରବେଶ କରିଯାଅ ତୁମେ
ମୋ ସୁଢୋଳ ପ୍ରେମେ ଜର୍ଜରିତ ବକ୍ଷ ରୁ ହାତ ଫେରାଇ ନିଅନା ତୁମେ
ପୁଣି କହୁଥିବୁ ସମ୍ଭାଳି ନିଅ ମୋ ଶରୀର କୁ ତୁମ ଉପରେ
ତୁ କ୍ଷିପ୍ର ଭାବେ ଦୋଳାୟମାନ ହେଉଥିବୁ ମୋ ଜାନୂ ଉପରେ
ଅସରନ୍ତି ଚୁମ୍ବନ ତୋଳି ଦେଉଥିବୁ ମୋ ବକ୍ଷ ଦେଶ ରେ
ରତୀ ପ୍ରଭାବେ ଦନ୍ତେ ଆଘାତ ଦେଉଥିବୁ ମୋ କର୍ଣ୍ଣ ପାଶ ରେ
ସିତ୍କାର ମୁଁ ବି କରି ଉଠୁଥିବି , ସିତ୍କାର ତୁ ବି କରି ଉଠୁଥିବୁ
ମୋ ମସ୍ତକ କେଶ କୁ ଶକ୍ତ ଭାବେ ହସ୍ତେ ଧରିଥିବୁ
ମୋ ଜଙ୍ଘେ ବିରାଜି ମୋତେ ବାର ବାର ତୋ ସମଗ୍ର ଓଜନ ର ଚାପ ଦେଉଥିବୁ
ମୋ ଅଙ୍ଗୁ ସମଗ୍ର ତରଳ ନିଜ ଅନ୍ତର୍ଦେହେ ପ୍ରବେଶ କରାଇବୁ
ନା ଅନ୍ତ ନୁହେଁ ଏ ତ ଆରମ୍ଭ
ରାତ୍ରି ର ଶେଷ ପ୍ରଭାତ ର ପ୍ରାରମ୍ଭ
ତଥାପି ଅନ୍ତହୀନ ତୋ ଦମ୍ଭ
ତୋ କାମନା ଜ୍ଵାଳା ର ପ୍ରଖରତା ରେ ମୁଁ ଯେ ହତବିମ୍ବ ।