Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ଜୟରାଧେ ଶ୍ରୀରାଧେ

ଜୟରାଧେ ଶ୍ରୀରାଧେ

1 min
241



ଜୟରାଧେ ଶ୍ରୀରାଧେ ରାଧେରାଧେପ୍ରିୟା ପ୍ରିୟା,

ଜୟଶ୍ୟାମା ଶ୍ରୀ ଶ୍ୟାମା ଶ୍ୟାମା ଶ୍ୟାମା ପ୍ରିୟା ପ୍ରିୟା ।

ହେ ରାଧେଶ୍ୟାମ ରାଧେ

ମାଧବ ମୁକୁନ୍ଦ ରାଧେରାଧେ ।।

ଶ୍ୟାମ ଶ୍ୟାମ ରାଧେଶ୍ୟାମ :

ତୁଣ୍ଡେ ମୋ ଥାଉ ଏହି ନାମ . .

ରାମ ଶ୍ୟାମ ହେ ରାଧେଶ୍ୟାମ . . . . II୧II

ହେ ମାଧବ ଦଇତାରୀ  ହେ କେଶବ ଗିରିଧାରୀ

ହେମୁକୁନ୍ଦ ମୁରଲୀଧାରୀ ହେ ଗୋବିନ୍ଦ କରହେପାରି ।

ଭଜୁଥିବି ପ୍ରଭୁ ତୁମରି ନାମ

ରାମ ଶ୍ୟାମ ହେ ରାଧେଶ୍ୟାମ . . . . II9II

ହେ ନାରାୟଣ ଦେବ ହରି ଏ ଭବରୁ କରିବ ପାରି

ମାୟାବନ୍ଧନ ହରିନେବ ଶ୍ରୀଚରଣେ ସ୍ଥାନ ଦେବ ।

ଜପୁଥିବି ପ୍ରଭୁ ତୁମରି ନାମ

ରାମ ଶ୍ୟାମ ହେ ରାଧେଶ୍ୟାମ . . . . . II ୩॥

ହେ ହୃଷୀକେଶ ଦୀନନାଥ କରୁଣାନିଧି ଜଗନ୍ନାଥ

ହେ ବେଣୁପାଣି ଦୁଃଖ ହାରୀ ମାୟାବନ୍ଧନୁ କର ପାରି ।

ଅନ୍ତରରେ ପ୍ରଭୁ ତୁମରି ନାମ

ରାମ ଶ୍ୟାମ ହେ ରାଧେଶ୍ୟାମ . . . . II ୪।।



Rate this content
Log in

Similar oriya poem from Inspirational