STORYMIRROR

Naliniprava Subudhi

Action

3  

Naliniprava Subudhi

Action

ଜୟ ମାଆ

ଜୟ ମାଆ

1 min
121


ହେ ମା, ହେ ମା,ହେ ମା,ହେ ମା,

ବିପଦ ନାସିନୀ ମା,

କଇଲ୍ଯାଣମୟୀ ମା,

ବିପଦେ ଆପଦେ ଦୁଃଖ ଦରିଆରେ

କୂଳେ ଲଗାଇଦେ ନାଆ ,

ହେ ମା, ହେ ମା, ହେ ମା, ହେ ମା,

ସଂସାର ତାରିଣୀ ମା,

ଜଗତ ଜନନୀ ମା,

ଡାକି ଡାକି ମୋର କଣ୍ଠ ଶୁଖିଯାଏ

ନାହିଁ ଥଳ କୂଳ ରାହା ।

ହେ ମା,ହେ ମା,ହେ ମା,ହେ ମା,

ମନ୍ଦାର ମାଳିନୀ ମା,

ଖର୍ପର ଧାରିଣୀ ମା,

ଦୁର୍ଗତି ନାସିନୀ ସିଂଘ ବାହିନୀ

ଦୁଃଖ ବିନାସିନୀ ସାହା ,

ହେ ମା,ହେ ମା,ହେ ମା,ହେ ମା,

ନଳିନୀ ପ୍ରଭା ସୁବୁଦ୍ଧି

ଵରିକୋ ଵଧିପାଟଣା ଟାଙ୍ଗୀ ଖୋର୍ଦ୍ଧା।


Rate this content
Log in

Similar oriya poem from Action