STORYMIRROR

Bijaya Kumar Swain

Classics Others

2  

Bijaya Kumar Swain

Classics Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
136


ଜୟ ଜୟ ଜଗନ୍ନାଥ ହେ

  ଜୟ କଳା ଗୋସାଇଁ

ନୀଳାଚଳେ ବିଜେ କରିଛ

  ପାପୀ ତାରି ବା ପାଇଁ।

ଭକତ ବତ୍ସଳ ତୁମେ ତ

  ଜାଣେ ସାରା ଜଗତ

ଭକତ ପାଇଁ କି ତୁମରି

  ନାମ ଜଗତେ ଟେକ।

କେତେ ଦୁଃଖୀ ଦୁଃଖ ହରିଚ

  ପାପୀ ତାରି ଛ କେତେ

ବର୍ଣିବାକୁ ଭାଷା ନାହିଁ ମୋ

  କିବା ବର୍ଣିବି ମୁଖେ।

ଜଗତ ଜନ ଙ୍କ ଦୁଃଖକୁ

 ଯେଣୁ କରୁଛ ଦୂର

ଜଗନ୍ନାଥ ଏହି ନାମ ଟି

  ସାର୍ଥକ ଟି ତୁମ୍ଭର।


Rate this content
Log in

Similar oriya poem from Classics