Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALITA MOHAN DASH

Abstract Classics Inspirational

3  

LALITA MOHAN DASH

Abstract Classics Inspirational

ଜନନୀ ଜନମଭୂଇଁ

ଜନନୀ ଜନମଭୂଇଁ

1 min
191



ଓଡିଶା ମୋର ଜନମ ଭୂଇଁ,

ମରତେ ତାର ତୁଳନା ନାହିଁ,

ତା' କୋଳେ ଜନ୍ମନେଇ,

ଧନ୍ୟ ହୋଇଛି ଜନମ ମୋହର,

ତା'ପଦ ପରଶ ପାଇ ।

ଚରଣ ଧୂଏ ସାଗର ତାର,

ତା'କୋଳେ ଵିଜେ ଵଡଠାକୁର,

ଅନନ୍ୟ ଶୋଭା ତା'ର,

ଅପରୂପା ସେ ଜନନୀ ପଦେ,

ନମଇଁ ବାରବାର ।

ତାହାରି କୋଳେ ଜନମ ନେଇ

କେତେଯେ ରଥୀ ସଫଳ ହୋଇ

ରଖିଲେ ତାର ମାନ,

ଇତିହାସରେ ହୋଇଛି ଲେଖା

ମୋ ଜାତି ସ୍ବାଭିମାନ ।

ଆସ ସଭିଏଁ ଭଉଣୀ ଭାଇ,

ଶପଥନେବା ଏ ମାଟି ଛୁଇଁ,

ଲାଗିବା ତାର କାମେ,

କଥାରେ ନୁହେଁ - କାମରେ କରି,

ଦେଖାଇଦେବା ଆମେ ।



Rate this content
Log in

Similar oriya poem from Abstract