STORYMIRROR

Prajna Paramita Mohanty

Abstract Others

3  

Prajna Paramita Mohanty

Abstract Others

ଅବ୍ୟକ୍ତ

ଅବ୍ୟକ୍ତ

1 min
208

ଆଶା ଆଉ ଆସକ୍ତିର ଆହ୍ଲାଦରେ

         ଜୀବନଟା ଏବେ ଦୋଳାୟିତ,

ଆଜିର ପୂର୍ଣ୍ଣଛେଦ ନ ଘଟିଲା

         ଯାଏଁ ଆଗାମୀ ଯେ ଅକ୍ଷତ,

ଆସ୍ଥା ଆଉ ଆଶ୍ରୟକୁ ଆବୋରି ବସିଥିବା 

   ବେଳେ ଆଗାମୀ ହେଉଛି ଆହୂତ I


ଆଛା; ଅନ୍ତିମ ସମୟ କି ?

   ହେଉ ଅପସାରିତ I


(ଅବା)ଅତଏବ କି ଲାଭ ଏ ଅପେକ୍ଷାର

   ଅଶରୀରୀ ପରି ଅତୃପ୍ତ ଆତ୍ମା ଆଉ ଅନାତ୍ମୀୟ ଭାବନାରେ,

ଅଭିଯୋଗ ବାଢିବି ବି କୋଉଠି

ଅଭିଶାପ ଲାଗି ଅବା ଆଜି

          ଅଭିସାର ପାଇଁ ଅବା ଅଭିସନ୍ଧି ରଖି

          ଅଭିମାନ ପାଇଁ ଅବା ଅଭିନୟ କରି

          ଦେବତା ସେ 'ଅବ୍ୟକ୍ତ' I


Rate this content
Log in

Similar oriya poem from Abstract