STORYMIRROR

Prajna Paramita Mohanty

Abstract

3  

Prajna Paramita Mohanty

Abstract

ଦୁଇଟି ଏକପଦୀ

ଦୁଇଟି ଏକପଦୀ

1 min
315


ପୂଣ୍ୟ:

ପ୍ରାପ୍ତିର ପ୍ରାଚୁର୍ଯ୍ୟ ଏଠି ପରୋକ୍ଷ ,

ପାଇବାଟା ପୁଣି ନୁହେଁ ସାପେକ୍ଷ,

ପରାକ୍ରମୀରେ ପୁଞ୍ଜାଏ ବିପକ୍ଷ,

ପ୍ରଶାନ୍ତି-ପ୍ରଶସ୍ତିର ପରାଂମୁଖ ।


ପାପ:

ପ୍ରାପ୍ତିର ପ୍ରାଚୁର୍ଯ୍ୟ ଏଠି ପ୍ରତ୍ୟକ୍ଷ,

ପାଇବାଟା ହିଁ ସହଜସାପେକ୍ଷ,

ପୁନଃ ପୁନଃ ସେ ପୌନକ୍ରମିକ,

ପରିଣାମେ ପ୍ରବଞ୍ଚନା ହିଁ ବ୍ୟାପକ ।


Rate this content
Log in

Similar oriya poem from Abstract