STORYMIRROR

Prajna Paramita Mohanty

Abstract

4  

Prajna Paramita Mohanty

Abstract

ଅନୁଭବ

ଅନୁଭବ

1 min
448

ସମୟ ସ୍ରୋତରେ ଛାଡି ମୁଁ ଆସିଛି

      ବୟସର ଯେତେ ଚପଳତା

କା' ଆଗେ କହିବି କିଏ ବା ଶୁଣିବ

      ଛାତି ତଳ ସବୁ ନୀରବତା | 

ସମୟ ସ୍ରୋତରେ ଧାଆନ୍ତି ସଭିଏଁ

     ଯେତେ ଦର୍ଶକ ଅବା ଶ୍ରୋତା 

ତୁ ବି ଜାଣିଛୁ ମୁଁ ବି ଜାଣିଛି 

    ଯେତିକି ଜୀବନ ସେତେ ବ୍ୟଥା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract