STORYMIRROR

Prajna Paramita Mohanty

Abstract

3  

Prajna Paramita Mohanty

Abstract

ଦୁଇଟି ଏକପଦୀ

ଦୁଇଟି ଏକପଦୀ

1 min
214

ସୁଖ:

ସୁଖ ବୋଲି ଯାହା ବେନି ନେତ୍ରେ ଦିଶେ

ସକଳ ଯନ୍ତ୍ରଣା ଥାଏ ତା' ଭରସେ 

ସ୍ପଷ୍ଟ କରିଯାଏ ସକଳର ହସେ

ସରିଯାଏ ପୁଣି ପଲକ ନିମିଷେ |


ଦୁଃଖ:

ଦୁଃଖ ବୋଲି ଯାଉ ତା'ଠୁ ଯା' ଦୂରେଇ

ଦଂଶନ କରେ ସେ ଗୋଡାଇ ଗୋଡାଇ

ଦୃଷ୍ଟିରୁ ଦୂର ଗତି ତା' ଫେରାଇ

ଦର୍ପରେ ଚାଲେ ଆଗେଇ ଆଗେଇ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract