ଅବ୍ୟକ୍ତ
ଅବ୍ୟକ୍ତ


ମୁଁ ତୁମକୁ ଭଲପାଏ
ସେତିକି କହିବାକୁ କାଳେ
ଜୀବନଟା ସରିଗଲା |
ତୁମକୁ ନ ଦେଖିଲେ ହୃଦୟରୁ କୋହ ଉଠିଲା |
ଆଖି ଛଳଛଳ କଲା |
ଅକାରଣେ କାନ୍ଦ ଲାଗିଲା |
ମୋ ହୃଦୟରେ ଏକ ଅନନ୍ୟ ସ୍ପନ୍ଦନ
ନୂତନ ଅନୁଭୂତିର ସୃଷ୍ଟି କଲା |
ମୁଁ ହଜିଗଲି |
ମୋର ପୁନର୍ଜନ୍ମ ଘଟିଲା |
ମୁଁ ତୁମକୁ ଭଲପାଏ
ସେତିକି କହିବାକୁ କାଳେ
ଜୀବନଟା ସରିଗଲା |
ତୁମକୁ ନ ଦେଖିଲେ ହୃଦୟରୁ କୋହ ଉଠିଲା |
ଆଖି ଛଳଛଳ କଲା |
ଅକାରଣେ କାନ୍ଦ ଲାଗିଲା |
ମୋ ହୃଦୟରେ ଏକ ଅନନ୍ୟ ସ୍ପନ୍ଦନ
ନୂତନ ଅନୁଭୂତିର ସୃଷ୍ଟି କଲା |
ମୁଁ ହଜିଗଲି |
ମୋର ପୁନର୍ଜନ୍ମ ଘଟିଲା |