STORYMIRROR

Prajna Paramita Mohanty

Abstract Others

3  

Prajna Paramita Mohanty

Abstract Others

ପାପ

ପାପ

1 min
23


ପାପ ଆଉ କଣ କି ?

    ସେ ନିଷିଦ୍ଧ ଫଳ ଖାଇବାର ଲାଳସାର ପରିଣତି,

    ସେ ବାରବାର ଲଙ୍ଘୁଥିବା ଅଲଙ୍ଘ୍ୟ ନୀତି,

    ସେ ଅନ୍ତର୍ଦ|ହ ଆଉ ଅଶାନ୍ତିର ପ୍ରଶସ୍ତି,

    ସେ ବେଦନା ଆଉ ଅସହାୟତାର କାକୁସ୍ତି,

    ମନ ତଳେ ଦବିଥିବା ବ୍ୟଥାର ବିବୃତି,

    ସେ ଗୁପ୍ତପ୍ରଣୟ ବା ଚୋରା ପୀରତି,

   ସେ ମନ ତଳେ ଅହରହ ଗୁମୁରୁଥିବା ଅଶ୍ଵସ୍ଥି !


Rate this content
Log in

Similar oriya poem from Abstract