STORYMIRROR

Priyadarsini Das.PriYa❤️

tragedy

3  

Priyadarsini Das.PriYa❤️

tragedy

ଜନ୍ମଦିନ

ଜନ୍ମଦିନ

1 min
405



ପ୍ରତି ଜନ୍ମଦିନ ମନେ ପକେଇ ଦିଏ 

ତୋର ସେ ଉପହାର


ତୋର ସେ ପ୍ରେମ ନିବେଦନ

ପୁଣି ସେଥିରେ ମୋ ଲାଜୁଆ ମୁହଁ ..


ତୋ ପ୍ରେମ ନିବେଦନର ଦେବି କି ଉତ୍ତର , 

ଭାବନାରେ ବୁଡି ଥିଲି ...।



ଆଜି ବି ଜନ୍ମଦିନରେ ମନେ ପଡେ ତୋର ସେ ମିଠା ମିଠା କଥା ...।


ବହୁତ୍ ସ୍ଵତନ୍ତ୍ର ଥିଲା ସେ ଦିନ ,

ଭୁଲିବିନି କେବେ ମୁଁ ସେ ଜନ୍ମଦିନ ...।





Rate this content
Log in

Similar oriya poem from tragedy