ଜନମ ଭୂଇଁ
ଜନମ ଭୂଇଁ
ଏଇ ମୋର ଜନମ ଭୂଇଁ
ଏଇ ମୋର ମରଣ ଭୂଇଁ
ଭାରତ ଭୂଇଁ...... ଭାରତ ଭୂଇଁ...
ରଖିବି ତାହାରି ସୁନାମ
କରିବି ତାହାରି ସୁକାମ
ଧନରେ ପୂର୍ଣ୍ଣ, ସର୍ବ ପୂର୍ଣ୍ଣ
ଧରମ ସୂର୍ଯ୍ୟ ଥାଏ ଉଇ...
ଆମ ଜୀବନ ଚରିତ୍ରର
ଆଗାମୀ ସ୍ୱପ୍ନ ସମୟର
ସମାଜ, ପରମ୍ପରା
ଏଠି
ଶିକ୍ଷା, ରାଜନୀତି ବି ଏଠି
ସବୁ ଏଠି ସବୁରି ପାଇଁ..
କଳାକାର, ମହାପୁରୁଷ
ଗାନ୍ଧୀ, ସରୋଜିନୀ, ସୁବାଷ
ବୈଜ୍ଞାନିକ, ଡାକ୍ତର ସ୍ଥାନ
ନାମ
ଧାମ ହିନ୍ଦୁସ୍ଥାନ
ତ୍ରିରଙ୍ଗା ଉଡେ ଗର୍ବ ନେଇ...।
