Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Das

Classics

3  

Prafulla Das

Classics

ଜମାଟ ବନ୍ଧା ଦୁଃଖ

ଜମାଟ ବନ୍ଧା ଦୁଃଖ

1 min
246



ଜମାଟ ବନ୍ଧା ଦୁଃଖ

ଅସହ୍ୟ ହେଲେ

ବିଦୀର୍ଣ୍ଣ ହୁଏ ବସୁନ୍ଧରା

ଫଟା ହୃଦୟରୁ ତରଳି ଆସେ ଦୁଃଖ ।


ଦୁଃଖ ତରଳିଲେ ଲୁହ

ଲୁହ ସୁଖିଗଲେ କୋହ

କୋହ ସଵୁ ବାଷ୍ପରୁଦ୍ଧ

ତୁଟି ଯାଏ ମୋହ ।


ମୋହ ତୁଟିଲେ ଦୀର୍ଘ ଶ୍ୱାସ

ଉର୍ଦ୍ଧ୍ବଗାମୀ ମାଟିରୁ ଆକାଶ

ସନ୍ତାପିତ ଟିକେ ସ୍ୱାନ୍ତନାର ଶୀତଳ ପରଶ

ଖୋଜୁ ଥାଏ ମଝି ଦରିଆରେ

ଦରଦି ମନର ଟିକିଏ ଆଶ୍ୱସ ।


Rate this content
Log in

Similar oriya poem from Classics