ଜୀଵନ
ଜୀଵନ
ସ୍ବପ୍ନ ଯଦି କେବେ ସତ ହୁଏ
ବୃଥା ଯଦି କେବେ ପ୍ରୟାସ ହୁଏ
ପୁଣ୍ୟ ଯଦି କେବେ ବାଟବଣା ହୁଏ
ରଙ୍ଗ ତୂଳୀ ମୁଁ ନିଏ
ଆଙ୍କିବାକୁ ଚିତ୍ର ସଜଳ ସ୍ୱପ୍ନର
ଚିତ୍ର ଭଳି ଜୀଵନ ଟା ଏକ
ଅବିଛିନ୍ନ ଦୃଶ୍ୟ ଯାର ଅନ୍ତ ନଥାଏ
ସମୀକ୍ଷା ଜୀବନଟା ଯେବେ
ବ୍ୟାଖ୍ୟା କରେ ସେତିକି ବେଳେ
ଜୀଵନ କୁ ସୁଲଭ ଦୃଷ୍ଟି କୋଣରେ
ଦେଖେ, ଆଉ ଜୀଵନ ଟା ହେଲେ
ବି ତ ଦୁର୍ଲଭ ଲାଗେ...................
