STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ପୁନଶ୍ଚ ବ୍ୟାଖ୍ୟା

ପୁନଶ୍ଚ ବ୍ୟାଖ୍ୟା

1 min
1

ମୁଁ ଜୀଵନ ଭଳି ସୂତ୍ର ଖୋଜେ ସମାଧାନ ର 
ଅଙ୍କକସେ ଜୀବନର, ଜୀଵନ ଏକ ସୁଗମ 
ପଥଟିଏ ଚାଲିବାକୁ ବାଟ ଜୀବନର 
ଜୀଵନ କିନ୍ତୁ ପାଲଟି ଯାଏ ଯେବେ 
ଜଟିଳ ଗଣିତ, ସେତିକିବେଳେ ମୁଁ 
ସୂତ୍ର ଖୋଜେ ସମାଧାନ 
ଜୀଵନ କୁ ଉପାଦେୟ ପୁସ୍ତକ ଟିଏ 
ଭାବେ, ଜୀଵନ ଯେବେ ଉପନ୍ୟାସ 
ହୁଏ ସେତିକିବେଳେ ଜୀଵନ କୁ 
ପୁନଶ୍ଚ ବ୍ୟାଖ୍ୟା କରେ 
ସଂଜ୍ଞା ଖୋଜେ, ଠିକଣା ଖୋଜେ 
ବାସ୍ତବ ରୂପ ଦିଏ, ଚିତ୍ର ଆଙ୍କେ......


Rate this content
Log in

Similar oriya poem from Abstract