STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଲକ୍ଷ୍ୟ

ଲକ୍ଷ୍ୟ

1 min
0

ଯନ୍ତ୍ର ନୁହେଁ ମୁଁ ତ୍ରୁଟିହୀନ 
ଦାନଵ ନୁହେଁ ମାନବ 
ଜୀଵନ ର 
ବେଳାଭୂମି ରେ 
ମୁଁ ଢେଉ 
ତରଙ୍ଗ 
ମୁଣ୍ଡ ପିଟୁଥାଏ 
ବେଳାଭୂମିରେ 
ପୁଣି ନଈଟିଏ 
ଅଙ୍କାବଙ୍କା ଅହରହ 
ଖୋଜୁଥାଏ 
ଲକ୍ଷସ୍ଥଳୀ ମୋର......


Rate this content
Log in

Similar oriya poem from Inspirational