STORYMIRROR

Sagar Kumar Parida

Tragedy

3  

Sagar Kumar Parida

Tragedy

ଜୀବନରେ ତାଲାବନ୍ଦର ପ୍ରଭାବ

ଜୀବନରେ ତାଲାବନ୍ଦର ପ୍ରଭାବ

1 min
13

ମଣିଷ ଜୀବନ ବଦଳି ଯାଇଛି

କରୋନାର ଆଘାତରେ,

ମାନବିକତାର ମୂଲ୍ୟ କିଛି ନାହିଁ

ଏହି କରୋନା କାଳରେ ।।


ନିଜ ଲୋକ ସବୁ ପର ହୋଇଯାନ୍ତି

କରୋନା ନାଁ ଶୁଣିଲେ,

ଚାରିଆଡେ ଖାଲି ଲାଗେ ଖାଁ ଖାଁ

ହତାଶ ଭାବ ମନରେ ।।


ଦେଶ ଅର୍ଥନୀତି ଭୁଷିଡି ପଡିଛି

ସର୍ବତ ଅର୍ଥର ଚିନ୍ତା,

କଳାକାର ଭାଇ ପରିବା ବିକଇ

ଘାରେ ତାକୁ ଅନ୍ନଚିନ୍ତା ।।


ଟିଭି ରେଡ଼ିଓରେ କରୋନା ସମ୍ବାଦ

ଶୁଣି ଲୋକେ ଭୀତତ୍ରସ୍ତା,

ଜୀଇଁବାର ଆଶା ମୃତ୍ୟୁର ଚିତ୍କାର

ମଧ୍ୟେ ଲୋକଙ୍କ ଦୁର୍ଦ୍ଦଶା ।।



Rate this content
Log in

Similar oriya poem from Tragedy