STORYMIRROR

Sagar Kumar Parida

Abstract Inspirational

4  

Sagar Kumar Parida

Abstract Inspirational

କ୍ରୀଡ଼ା

କ୍ରୀଡ଼ା

1 min
236

କ୍ରୀଡ଼ା କ୍ରୀଡ଼ା ମଣିଷର ଜନ୍ମ ସ୍ଵଭାବ

 ଟାଣ କରେ ଶରୀର ଅବୟବ।

କ୍ରୀଡ଼ା ମନରେ ଭରଇ ଆନନ୍ଦ

କ୍ରିଡ଼ା ମଣିଷର ସ୍ଵାସ୍ଥ୍ୟ ସମ୍ପଦ।

କ୍ରୀଡ଼ା କରିଥାଏ ଚଳଚଞ୍ଚଳ

 କ୍ରୀଡାରୁ ମିଳଇ ଅମାପ ବଳ।

କ୍ରୀଡ଼ା ଶାନ୍ତି ମୈତ୍ରୀ କରେ ସଂଚାର

 କ୍ରୀଡ଼ାରୁ ବନ୍ଧୁତା ସ୍ନେହ ଆଦର।

କ୍ରୀଡ଼ା ମନେ ଆଣେ ପ୍ରତିଯୋଗିତା

 କ୍ରୀଡ଼ା ବଳେ ନର ଜଗତଜିତା।

 ଦେଶ ଦେଶ ମଧ୍ୟେ ଶାନ୍ତି ସଦଭାବ

 ସୃଷ୍ଟି କରେ କ୍ରୀଡ଼ା ସ୍ୱର୍ଗୀୟ ଭାବ ।

କ୍ରୀଡ଼ା ବରଜିଲେ ଗ୍ରାସଇ ରୋଗ

ଅକାଳ ବ୍ୟାଧକ ମରଣ ଯୋଗ ।

କ୍ରୀଡ଼ାର ପ୍ରସାର ହେଉ ସର୍ବତ୍ର

 ଖେଳି ଦେହ ମନ କରନ୍ତୁ ସୁସ୍ଥ।

ଖେଳରେ ଦେଶର ନାମ ରଖିବା

ବିଶ୍ଵ ଜୟୀ ହୋଇ ପଦକ ନେବା। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract