STORYMIRROR

Manaswinee Dash

Tragedy

4  

Manaswinee Dash

Tragedy

ଜୀବନ ଠୁ ବହୁଦୂରେ

ଜୀବନ ଠୁ ବହୁଦୂରେ

1 min
309


ଜାଣେନା ସେ କି ଦିନ ଥିଲା

ସବୁଦିନ ପାଇଁ ମୁଁ ହେଇଗଲି ପର, 

ମୋ ଜାଗା ତୁମେ କାହିଁକି ଅନ୍ୟ କୁ ଦେଲ, 

ମୁଁ ଜାଣେନା। 

ଘର ଲୋକଙ୍କୁ ଵିରୋଧ କରି, 

କରିଥିଲି ପ୍ରେମ ବିବାହ, 

ହେଲେ ସେଇ ପରକୀୟା ପ୍ରତି ତୁମ, 

କାହିଁକି କଲ ମୁଁ ଜାଣେନା। 

ପିଲାନ୍କ ମାଁ ହିସାବରେ ବୋଧହୁଏ, 

କରିପାରେ କ୍ଷମା, 

ହେଲେ ସ୍ତ୍ରୀ ହିସାବରେ କେବେ ନୁେହଁ, 

କାହିଁକି ମୁଁ ଜାଣେନା। 

ତୁମର ପଶ୍ଚାତାପ ବି ଲାଗେ ଛଳନା, 

ଏଇୟା,ସତ୍ୟ , ନା ତୁମ ମିଛ ପ୍ରହସନ, 

ମୁଁ ଜାଣେନା। 



Rate this content
Log in

Similar oriya poem from Tragedy