STORYMIRROR

Mrutyunjaya Sahoo

Classics Inspirational

3  

Mrutyunjaya Sahoo

Classics Inspirational

ଜୀବନ ସଉଦା

ଜୀବନ ସଉଦା

1 min
222


ଜୀବନ ଏକ ଜୀବନ୍ତ ମୂକସାକ୍ଷୀ

ଘଟଣା, ଦୁର୍ଘଟଣାର ,

କେବେ ସାଜିଥାଏ ଉଦାହରଣଟେ

ପ୍ରତୀକ କଥାବସ୍ତୁର ।


ଶିଖାଏ ବଞ୍ଚିବାର କଳାକୌଶଳ

ବିଭିନ୍ନ ଚିନ୍ତାଧାରାର 

ଆବିଷ୍କାର, ଉଦ୍ଭାବନ କରିଥାଏ

ନୂତନ ଓ ପୁରାତନର ।


ଏଇତ ଜୀବନ ଦର୍ଶନର କଥା

ଦୁନିଆକୁ ଅତି ପାଖରୁ ଦେଖିଥିବା

ଗୋଟେ ହୃଦୟର ଗାଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics