STORYMIRROR

Mrutyunjaya Sahoo

Comedy Romance

4  

Mrutyunjaya Sahoo

Comedy Romance

ପ୍ରିୟା ତୁମେ

ପ୍ରିୟା ତୁମେ

1 min
282


ତୁମେ ମୋର

ଅଲିଖିତ ଅବିଧାନେ 

ଅସମ୍ପୂର୍ଣ ଚରିତ୍ର....

ତୁମେ ମୋର 

ଅବାସ୍ତବ ପ୍ରତିବିମ୍ବେ 

ବାସ୍ତବ କଥାଚିତ୍ର....l


ତୁମେ ମୋର 

ଅଭୁଲା ଇତିହାସର 

ଅନାମିକା ନାୟିକା.....

ତୁମେ ମୋର 

ଅକଳ୍ପିତ ଭୂଗୋଳର

କଳ୍ପିତ ସୀମାରେଖା.....l


ତୁମେ ମୋର 

ଅସଜଡ଼ା ବେଳାଭୂମି

ସଜ୍ଜିତ ବାଲିଘର......

ତୁମେ ମୋର 

ଅବ୍ୟକ୍ତ ପରିଭାଷାର

ସୁସ୍ପଷ୍ଟ କଥାକାର.......ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy