ଜୀବନ ରାଗ ୨୪
ଜୀବନ ରାଗ ୨୪


ଭାଇ ଭଉଣୀ ବନ୍ଧୁ ବାନ୍ଧବ
ସଭିଏଁ ସୁଖର ସାଥି
କାମ ସରିଗଲେ ଯେଝା ବାଟେ ଯିଏ
ଖାଲି ପଡ଼ିଯାଏ ପୋଥି ।
ପୁଅ ପାଶେ ଥାଇ ଅଚିହ୍ନା ହୁଅଇ
କରୋନା ଡରରେ ବାପକୁ ଦିଏନା କାନ୍ଧ
ପରିବାର ଲୋକେ ଦୂରେଇ ଯାଆନ୍ତି
ଶବ ନିନ୍ଦେ ଭାଗ୍ୟ କର୍ମେ ହୋଇଥିଲା ଅନ୍ଧ ।
ଭାଇ ଭଉଣୀ ବନ୍ଧୁ ବାନ୍ଧବ
ସଭିଏଁ ସୁଖର ସାଥି
କାମ ସରିଗଲେ ଯେଝା ବାଟେ ଯିଏ
ଖାଲି ପଡ଼ିଯାଏ ପୋଥି ।
ପୁଅ ପାଶେ ଥାଇ ଅଚିହ୍ନା ହୁଅଇ
କରୋନା ଡରରେ ବାପକୁ ଦିଏନା କାନ୍ଧ
ପରିବାର ଲୋକେ ଦୂରେଇ ଯାଆନ୍ତି
ଶବ ନିନ୍ଦେ ଭାଗ୍ୟ କର୍ମେ ହୋଇଥିଲା ଅନ୍ଧ ।