Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଜୀବେ ଦୟା

ଜୀବେ ଦୟା

1 min
157



ସଂସାରରେ ବାସ କରିବାକୁ ହେଲେ

ଜୀବେ ଦୟା କର


ଝରିବ ଗୀତି ଝର ଦୁଃଖର ସଂସାରେ

ତାଙ୍କୁ ୟାଦ କର...


ୟାଦ ଓ ଦୟା ତ ସବୁ ତାଙ୍କ ମାୟା

ସବୁ ଯାଦୁଘର

ଜୀବେ ନାହିଁ ଦୟା ତ ସବୁ ଶେଷ ହିଁ

ତାର ଖେଳଘର..


ଦିନେ ଯେ ଜୀବନ ଥିଲା ସରଳ ସୁନ୍ଦର

ଚଳଣି ମଧୁର

ଦୟା ପ୍ରୀତି ସ୍ନେହ ମୋହ ଭର୍ତ୍ତି ଥିଲା 

ଗଲା ସେ ଦିନର...


ସମସ୍ତେ ସମସ୍ତଙ୍କ ପ୍ରତି ଜଡିତ 

ସୃଷ୍ଟି ହେବା ଠାରୁ

ଦୟା କରିବାକୁ ତ ନିହାତି ବାଧ୍ୟ

ସୃଷ୍ଟି ନିୟମରୁ...


ନିତି ନିୟମରେ ତ ସମସ୍ତେ ବନ୍ଧା

ବିଧାନ ଦୃଷ୍ଟିରୁ

ଏଜୀବେ ଦୟା ପାଇଁ ସରବେ ଛନ୍ଦା

ସୃଷ୍ଟିର ଆଦ୍ୟରୁ..


କାୟା ଅଛି ତ ଦୟା ଅଛି ସଂସାରେ

ତୁ ନ ଯାଣି ପାରୁ

ସବୁ ଏଠାରେ ଦୟା ମିଶ୍ରିତ ମାୟା

ବୁଝ ତ -ତତ୍ତ୍ବ ରୁ..।



Rate this content
Log in

Similar oriya poem from Inspirational