ଜହ୍ନ ଠିକଣା ମୋର
ଜହ୍ନ ଠିକଣା ମୋର


ଏମିତି ଏକ ଠିକଣାଟିଏ
ମୁଁ ଖୋଜି ଖୋଜି
ନିଜେ ହରାଇଦିଏ ମୋ
ନିଜ ଠିକଣା ସ୍ଥଳ ।
ଜହ୍ନକୁ ପଚାରେ
ଠିକଣା ମୋହର
ନ କରି କଳଛଳ
ଗଡି ଯାଉଛି ମୋ
ଜୀବନର ବେଳ।
ଜହ୍ନକୁ ଦେଖି
ମୋ ମନକୁ ପଚାରେ
ଜହ୍ନରେ କରିବି ଘର
ଜହ୍ନ ବି ହେବ ଠିକଣା ମୋର।
ଏମିତି ଏକ ଠିକଣାଟିଏ
ମୁଁ ଖୋଜି ଖୋଜି
ନିଜେ ହରାଇଦିଏ ମୋ
ନିଜ ଠିକଣା ସ୍ଥଳ ।
ଜହ୍ନକୁ ପଚାରେ
ଠିକଣା ମୋହର
ନ କରି କଳଛଳ
ଗଡି ଯାଉଛି ମୋ
ଜୀବନର ବେଳ।
ଜହ୍ନକୁ ଦେଖି
ମୋ ମନକୁ ପଚାରେ
ଜହ୍ନରେ କରିବି ଘର
ଜହ୍ନ ବି ହେବ ଠିକଣା ମୋର।