Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Brundabana Pradhan

Romance

2  

Brundabana Pradhan

Romance

ଜହ୍ନ ଠିକଣା ମୋର

ଜହ୍ନ ଠିକଣା ମୋର

1 min
106


ଏମିତି ଏକ ଠିକଣାଟିଏ

ମୁଁ ଖୋଜି ଖୋଜି 

ନିଜେ ହରାଇଦିଏ ମୋ

ନିଜ ଠିକଣା ସ୍ଥଳ ।

ଜହ୍ନକୁ ପଚାରେ 

ଠିକଣା ମୋହର 

ନ କରି କଳଛଳ 

ଗଡି ଯାଉଛି ମୋ 

ଜୀବନର ବେଳ। 

ଜହ୍ନକୁ ଦେଖି 

ମୋ ମନକୁ ପଚାରେ 

ଜହ୍ନରେ କରିବି ଘର 

ଜହ୍ନ ବି ହେବ ଠିକଣା ମୋର। 


Rate this content
Log in