STORYMIRROR

ଅଶୋକ କୁମାର ମହାନ୍ତ l

Romance Action Inspirational

3  

ଅଶୋକ କୁମାର ମହାନ୍ତ l

Romance Action Inspirational

ଜହ୍ନ ରେ ଘର

ଜହ୍ନ ରେ ଘର

1 min
247

ଭାବିଥିଲି ତୋଲିଦେଲେ ଜହ୍ନ ରାଇଜରେ ଘର

ସବୁକିଛିି ପୂର୍ଣ୍ଣ ହେବ 

ନ ରହିବ ସଂସାରରେ ଝଡ଼

ଦକ୍ ଦକ୍ ଜଳିବିନି

ଆଉ ସେଇ କ୍ଷୁଦ୍ର ଶିଖା ପରି।।


ବାସ୍ ଖାଲିି ଗୋଟିଏ ଥର ଏ ଜୀବନର

ଭବ ରଙ୍ଗ ଭୂମିତଳେ

ଝର୍ ଝର୍ ଝରାଇ ମୁଁ ଦେବି

ଏ ରୁଧିର ସମ୍ମୁଜ୍ଜଳ ଧାର।।


ଜୀବନ ର ବେଳାଭୂମି ସଞ୍ଚିତ ଆଧାର

ପରଶି ଦେବିି ମୁଁଁ ଆଉ  

କ୍ଷଣ କ୍ଷଣ କରି ତୁହାଇ ତୁହାଇ କହିବି

ବାସ୍ ଟିକିଏ ଧୈର୍ଯ୍ୟ ଧର ।।


କ'ଣ ମୋ ଆଶା ପୂର୍ଣ୍ଣ ହେବ ? ଜାଣେ ନାହିଁ

ବାସ୍ ଏତିକିି ଜାଣେ 

ସଂଘର୍ଷର ଏ ବେଳାଭୂମି ପ୍ରାଙ୍ଗଣ ରେ

ମୁଁଁଥିବି ତୋର ଅଫେରା ବାଟ କୁ ଚାହିଁ।।


ଭାବେ ବସି ନିତ୍ୟେ ଦ୍ବନ୍ଦିି ହୋଇ  ଭୃତ୍ବୈ

ପାରବିିିି କି ତୋଳି ଘର

ଜହ୍ନ ରାଇଜରେ ବେନି ଜଗତରେ

ସେ ସ୍ମୃତି ନହେଲା ନିଜର।।


ଭୁଲ ସବୁୁଭୁୁଲ ଏଇ ଅବଧାରଣା ମୋର

ମୁକ୍ତ ହେବନି ଏ ସୁପ୍ତ ବନ୍ଧନ

 ବାସ୍ ଖାଲିି ଗୋଟିଏ ଥର

ଜହ୍ନ ରାଇଜରେ ତୋଳିଦେବିି ଘର।। 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance