STORYMIRROR

Devipriya Das

Horror Tragedy Crime

4  

Devipriya Das

Horror Tragedy Crime

ଝିଅ ଟିଏ

ଝିଅ ଟିଏ

1 min
219

ଝିଅ ଜନ୍ମ ନେଲି ବୋଲି

ଦୁନିଆ ଆଗରେ ପାପି

ଓ ଅଭାଗିନୀ ମୁଁ ହେଲି।

ମାଆ କୁ ମୋର କେତେ

ଯେ ଶୁଣି  ବାକୁୁୁ ପଡିିିଲା

ଝିଅଟା  ଜନ୍ମ କରିଛି ବୋଲି।

 ପୁଅ ଯାହା କରିପାରିବେ

ଝିଅଟା  ସେେୟା କରି

ପାରିବନି କହତ ଲେଖା

ହୋଇଛି  କେଉଁ ବିଧାନ ରେେl

ଝିଅଟା ବୋଲି ଘର ଠୁ ବାହାର

ସବୁଠାରେ କଣ ପାଇଁ 

ହେବି ମୁଁ ହିନିମାାନ।

ନାରୀ ଓ ପୂରୁଷ ଉଭୟ

ଗୋଟିଏ  ମୁଦ୍ରାର ଦୁଇଟି ପାର୍ଶ୍ବ।

ସମାଜରେ ଜଣକ ବିନା

ଅନ୍ୟ ଜଣର ଅବସ୍ଥା ମୂଲ୍ୟ ହୀନ।

ତଥାପି ଏ ପୁୁୁରଷ ପ୍ରାଧାନ୍ୟ ସମାଜ

ନାରୀ କୁ ଦେଉଛି ଅକଥନୀୟ ଅତ୍ୟାଚାର।

ନାରୀ ଗର୍ଭ ରୁ ହୋଇ  ଜାତ

 ସେହି ପରି ଅନ୍ୟ ନାରୀ କୁ

କୁକୁର ପରି ଛିନଵିନ୍ କରିିିବାକୁ

ତାକୁ ତା ଵିିଵେକ ଟିିକେେ ବି

ଦିଏନି  ଵାାାଧା।

ହେ ପୁରୁଷ ସମାଜ ତମ 

 ପରି ଏ ନାରୀ ଜାତି କୁ

ସ୍ବାଧୀନ ଭାାବରେ ତାକୁ

ଦିଅ ବଞ୍ଚିବାକୁ।

ତମ ପରି ତାର ବି ଦେହ ମାଂସ

ରେ ହୋଇଛି ଗଢା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror