Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Inspirational Others

3  

Pradeep Kumar Panda

Abstract Inspirational Others

ଜଗନ୍ନାଥ ମୟ ସଂସାର

ଜଗନ୍ନାଥ ମୟ ସଂସାର

1 min
176


ଜଗନ୍ନାଥ ମୟ ଏଇତ ସଂସାର

ତୁମ ରତ୍ନ ସିଂହାସନେ ଭେଟ

କେ କହିଲା ତୁମେ ଅଧ ଗଢ଼ା ବୋଲି

ପୂର୍ଣବ୍ରହ୍ମ ତୁମେ ନାଥ

ସେ ସୁନା ବେଶରେ ପୂର୍ଣ୍ଣ ତ ଶରୀର

ଜଗତ ଦେଖିଲା ନାଥ

ସତ୍ୟ ସୁନ୍ଦର ହେ ମନୁଆ ଠାକୁର

ଭାଵର ଠାକୁର ଆହେ ଜଗନ୍ନାଥ

ଭକତ ପାଇଁକି ହାତ ବଢ଼େଇଛ

ମୁଁ ମିଛ ସୌଦାଗର

ହାଡ଼ ମାଂସ ର ଶରୀର ମୋହର

ମିଛ ପ୍ରଭୁ ମୋ ଶରୀର

ଧରୁଛି ସେ ନାମ

ଓଁ ଭଗବତେ ବାସୁଦେବାୟ ନମଃ ।

ଜୟ ଜଗନ୍ନାଥ ।


Rate this content
Log in

Similar oriya poem from Abstract