ଜ୍ୱଳନ
ଜ୍ୱଳନ
ଧୂଆଁ ଏବେ ଉଠେ ବିନା ନିଆଁରେ
ଜାଳିବାବି ହୁଏ ବିନା ନିଆଁରେ
ଜଳ ଜଳରେ ଅନଳ ଜାଳିବା
ତୁମ ଧର୍ମ, ଜଳେ ଏବେ
ମନଟା କେମିତି ବ୍ୟାକୁଳ
ଜ୍ୱଳନ୍ତ ଏଇ ମନଟା
ଏବେ ବିନା ନିଆଁରେ
କେବେ ଜଳେ କେବେ କୁହୁଳେ
ଧୂଆଁ ଏବେ ଉଠେ ବିନା ନିଆଁରେ
ଜାଳିବାବି ହୁଏ ବିନା ନିଆଁରେ
ଜଳ ଜଳରେ ଅନଳ ଜାଳିବା
ତୁମ ଧର୍ମ, ଜଳେ ଏବେ
ମନଟା କେମିତି ବ୍ୟାକୁଳ
ଜ୍ୱଳନ୍ତ ଏଇ ମନଟା
ଏବେ ବିନା ନିଆଁରେ
କେବେ ଜଳେ କେବେ କୁହୁଳେ