STORYMIRROR

Sudhashree Bhattamisra

Abstract

4.3  

Sudhashree Bhattamisra

Abstract

ଠିକଣା

ଠିକଣା

1 min
203


ଅନ୍ଧାର ଭିତରେ ହିଁ

ଖୋଜିବାକୁ ପଡେ ଆଲୁଅ

ପାପ ଭିତରେ ଖୋଜିବାକୁ ପଡେ

ପୁଣ୍ୟର ସଂଜ୍ଞା

ମୁଁ, ଠିକଣା ହଜେଇ 

ବାଟବଣା

ହେଲେବି ଦୁଃଖ ନାହିଁ

ପାଇଯିବି ମୋ ଠିକଣା

ଯେହେତୁ,

ଏ ଇଲାକା ମୋର

ଏକାନ୍ତ ନିଜର

ଏଠି ହଜି ଯିବାର

ଭୟ ନାହିଁ ।


Rate this content
Log in

Similar oriya poem from Abstract