Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Children

3  

Pinku Ranbida

Children

ଇସ୍କୁଲ କେ ପଢି ଜିମା

ଇସ୍କୁଲ କେ ପଢି ଜିମା

1 min
184



ଆସରେ ହସି ଖୁସିକରି ପାଠ୍ ପଢି ଜିମା 

ଇସ୍କୁଲ୍ କେ ସଭେ , 

କେହି ନାଇଁ ରହୁ ମୁରୁଖ୍ ଆମେ 

ପାଠ୍ ପଢ଼ମା ଜେଭେ ।


ପାଠ୍ ସାଠ୍ ଟିକେ ପଢିଥିଲେ ଆମେ 

ହେମା ଜଗତଜିତା, 

ଅନ୍ଧାର୍ କେ ହରେଇ, ଉକିଆଁ କରମା 

ଆମର୍ ଜୀବନ୍ ସଏଲତା । 


ପଢା ଲିଖା ସରକାର୍ ମାହାଲିଆ ଦେଉଛେ 

ନାଇଁ ଲାଗୁଛେ ପଇସା, 

ଦୁଇ ଅକ୍ଷର୍ ପାଠ ପଢ଼ିଥିଲି ତ ରେ 

ନାଇଁ କରୁ କାହା କେ ଆଶା ।


ଖାଇବାର୍, ପିଇବାର୍, ପେଏଟ୍, ସାଆଟ୍

ସବୁ ଆଏଁ ମାହାଲିଆ ,  

ଆଶ ରେ ପିଲେ ଇସ୍କୁଲ ପଢି ଜିମା 

ମନ୍ ନାଇଁ କର ହାଲିଆ ।


ମାଆ, ବୁଆ ଲେଖେ ପେରେମ୍ ଦେବେ 

ତମର୍ ମେଡମ୍, ସାର୍, 

ହସେଇ ହସେଇ କରି ପାଠ୍ ପଢାବେ 

ଦେବେ ଆଏନ୍ ମାଏନ୍ ବେଭାର୍ ।


ଆସରେ ପିଲେ ମିଲିମିଶି ପଢି ଜିମା 

ହସି ଖୁସି କରି ସଭେ, 

ବଡ୍ ହେଇ ଭଲ୍ ମୁନୁଷ ଟେ ହେମା 

ହସି ଖୁସିରେ ରହେମା ସଭେ  ।


Rate this content
Log in

Similar oriya poem from Children