ଆସ ଲଢ୍'ମା
ଆସ ଲଢ୍'ମା


ସୁନ୍ ସୁନ୍ ରେ ତତେ କହୁଛେ
ଆଏଜ୍ ମୁଇଁ ବୁଝେଇ
ମନ୍ଦିର୍ ମଝ୍'ଜିତ୍ ଲାଗି
ବହୁତ୍ ମାର୍ ଧର୍ ହେଲ
ଜାତିର୍ ଭିତିରେ ହେଇ ଲଢେଇ ।
କାଏଁଟା ଫାଏଦା ହେଲା
ତମର୍ ଆଖି ଦେଖ୍'ଲ
ସବୁ ଜାତିର୍ ଲୋକ୍ ମାନେ
କରୋନା ବେମାର୍ ଠାନୁ
ପଟ୍ ପଟ୍ ହେଇ ମର୍'ଲ ।
କାମ୍ ନାଇଁ ଆଏଲା କିଛି
ତମର୍ ମନ୍ଦିର୍ ମସ୍'ଜିଦ୍
ସବୁ ପଡିଛେ ବନ୍ଦ୍ ହେଇ
ତାଳା ବାହାରେ ଝୁଲୁଛେ
କରୋନା ବଢୁଛେ ଜଲ୍'ଦି ।
<
br>
କଳା ପଟି ଆଖିନୁ ଖୁଲ
ମୁନୁଷ୍ ଲେଖେ ଘାଏଁ ଦେଖ
ହିନ୍ଦୁ,ମୁସ୍'ଲିମ୍ ଭାଇ,ଭାଇ
ଭାରତ୍ ଆମର ଦେଶ୍
ହେ କଥାକେ ମନେ ରଖ ।
ଆସ ଲଢ୍'ମା ଇସ୍କୁଲ୍ ଲାଗି
ହସ୍ପିଟାଲ୍ ବନାବାର୍ ଲାଗି
ପୋଲିସ୍ ମାନଙ୍କର୍ ଲାଗି
ଯିଏ ଦିନ୍ ରାଏତ୍ ସେବା କରି
ମୁନୁଷ୍'କେ ଅଛନ୍ ଯୁଗି ।
ରାମ୍ ଭି ହଅତ୍ ଭଗବାନ୍
ଅଲ୍ହା ଭି ହଅତ୍ ଭଗବାନ୍
ଯୀଶୁ ଭି ହଅତ୍ ଭଗବାନ୍
ବୁଦ୍ଧ ଭି ହଅତ୍ ଭଗବାନ୍
ଇ କଥା ମୁନୁଷ୍ ଜାନ୍ ।