STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଇର୍ଷା

ଇର୍ଷା

1 min
313

ସତରେ !

ଅପରର ପ୍ରାପ୍ତିରେ

ନିଜର ଅଭାବଟା

ବେଶ ବାରି ହୋଇପଡ଼େ,


ଅନ୍ୟର ଖୁସିରେ

ନିଜର ଶୂନ୍ୟତାଟା

ଯେମିତି ମାଡ଼ିମାଡ଼ି ପଡ଼େ,


ଏଇତ ଇର୍ଷା

ସହଜାତ ପ୍ରବୃତ୍ତିଟେ

ମଣିଷ ଭିତରେ

ଠିକଣା ଜାଗାରେ

ସବୁ ଘଟଣା ବିଗାଡ଼େ।



Rate this content
Log in

Similar oriya poem from Abstract