ଇଂରାଜୀ ବାର ମାସ ଗୀତ
ଇଂରାଜୀ ବାର ମାସ ଗୀତ
ଏକ ଜାନୁୟାରୀ ଯାଇଥିଲି ମୁହିଁ ପୁରୀ l
ଦୁଇ ଫେବୃଆରୀ ଲାଗିଥିଲା ତାର ଡୋରୀ l
ତିନି ମାର୍ଚ୍ଚ ହୋଇଥିଲା ଟଙ୍କା ଖର୍ଚ୍ଚ l
ଚାରି ଅପ୍ରେଲ ସତ କହୁଛୁ ତୁ' ସୁନିଲ l
ପାଞ୍ଚ ମେ ଯାଇଥିଲୁ ସବୁ ଆମେ l
ଛଅ ଜୁନ ଗାଇଲୁ ଆମେ ତl" ଧୂନ l
ସାତ ଜୁଲାଇ ମୁଣ୍ଡକୁ ହଲାଇ ହଲାଇ l
ଆଠ ଅଗଷ୍ଟ ଗାଇଲୁ ଧୂନ କରି ସ୍ପଷ୍ଟ l
ନଅ ସେପ୍ଟେମ୍ବର ଦର୍ଶନ କଲୁ ପ୍ରଭୁଙ୍କର l
ଦଶ ଅକ୍ଟୋବର ଶୁଣ ଗୁହାରି ପ୍ରଭୁ ଆମର l
ଏଗାର ନଭେମ୍ବର ତୁମେ ଜଗତ ଠାକୁର l
ବାର ଡିସେମ୍ବର ତୁମ ପାଦେ କୋଟି ଜୁହାର l