STORYMIRROR

DAMBURUDHARA BEHERA

Romance Others

3  

DAMBURUDHARA BEHERA

Romance Others

ଇଚ୍ଛା ହୁଏ

ଇଚ୍ଛା ହୁଏ

1 min
229

ଇଚ୍ଛା ହୁଏ 

ତୁମ ସାଥେ 

ଥାଆନ୍ତି କି.....?

ପାଖେ ପାଖେ

ତୁମ ଜନ୍ମ ଦିନରେ

ଆକାଶରୁ ଜହ୍ନ

ସମୁଦ୍ରଠୁ ଢେଉ

ପବନଠୁ ବେଗ

ଫୁଲର ମହକ

ଆମ ଅଗଣାର

ପଛପାଖେ

ବାଡି ଦୁଆରରେ

ଫୁଟି ଉଠିଥିବା

ମଲ୍ଲୀ, ଜୁଇ, ଯାଇ

ମଧୁ ମାଳତୀ

ଲତା ଦେହରେ

ଘୁରି ବୁଲୁଥିବା

ପ୍ରଜାପତି ଡେଣାରୁ

ରଙ୍ଗୀନ ଛିଟାକୁ

ମୋରି ଗୋଲାପ

ପାପୁଲିରେ

ଉପହାର ସ୍ବରୂପ

ସରପ୍ରାଇଜ ଦିଅନ୍ତି

ଯାହାକୁ ଅଚାନକ

ଅକସ୍ମାତ ଆଚମ୍ବିତ କରି ଦିଅନ୍ତି

ଇଚ୍ଛା ହୁଏ ଆଜି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance